ଏହି ଆର୍ଟିକଲ୍ ରେ ଆପଣ ଜାଣିବାକୁ ପାଇବେ ଯେ, ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ/ସେଲ ଫୋନ ମଧ୍ୟ ରେ କେତେ ପ୍ରକାରର ସ୍ଟୋରେଜ୍ ରହିଛି ଏବଂ ଏଗୁଡିକର କାର୍ଯ କଣ ।
ସ୍ମାର୍ଟ ଫୋନ ର ସ୍ଟୋରେଜ୍
ସ୍ମାର୍ଟ ଫୋନ ରେ ୩ ପ୍ରକାର storage ରହିଥାଏ
- ଇନ୍ଟର୍ନାଲ ସ୍ଟୋରେଜ୍ (Internal Storage)
- ଫୋନ ସ୍ଟୋରେଜ୍ (Phone Storage)
- ଏକ୍ସଟ୍ରନାଲ ସ୍ଟୋରେଜ୍ (External Storage)
• ଏଥିରେ ଉପେର ଥିବା ପ୍ରଥମ ୨ ଟି ଫୋନ ମଧ୍ୟ ରେ ରହିଥାଏ । ଏବଂ ତଳ ୩ୟ ଟି କୁ ଆବଶ୍ୟକତା ଅନୁସାରେ ଲଗାଇବାକୁ ପଡିଥାଏ ।
1.ଇନ୍ଟର୍ନାଲ ସ୍ଟୋରେଜ୍ (Internal Storage)
• ଇନ୍ଟର୍ନାଲ ମେମୋରୀ କୁ କିଛି ଆପ୍ଲିକେଶନ କୁ ଇନ୍ସଟଲ କରିବାରେ ବ୍ୟବହାର କରାଯାଇଥାଏ
• ଏଥିରେ ସ୍ମାର୍ଟଫୋନ ର OS ଇନ୍ସଟଲ ହୋଇଥାଏ
• ଏଥିରେ user ର Personal Data ରହିଥାଏ ଯଥା Text Massage, Phone Contact List, Email Setting, ଏମିତି ସବୁ ସ୍ଟୋର ହୋଇ ରହିଥାଏ ।
• ଇନ୍ଟର୍ନାଲ ସ୍ଟୋରେଜ୍ ରେ ଏମିତି ବି କିଛି ଡେଟା ରହିଥାଏ ଇଉଜର ପାଇଁ Accessible ନୁହେଁ । ଏହାକୁ access କରିବାକୁ ହେଲେ ରୁଟ ର ଆବଶ୍ୟକତା ରହିଛି
• ଏହାର ସ୍ଟୋରେଜ୍ କୁ erase କରିବାକୁ ହେଲେ ଆମକୁ Factory Data କୁ କିମ୍ବା Hard Reset କରିବାକୁ ପଡିଥାଏ
• ଏହି ସ୍ଟୋରେଜ୍ ରେ ଯାହା ସବୁ ଡେଟା ଥାଏ ତାହାକୁ Pc / Computer Access କରିପାରିବ ନାହି , ଯାହା ଫଳରେ user ଏହାକୁ transfer କରିପାରିବ ନାହି
2. ଫୋନ ସ୍ଟୋରେଜ୍ (Phone Storage)
• ଏହି ସ୍ଟୋରେଜ୍ ଟି ଇଉଜର ପାଇଁ Accessible
• ଏଥିରେ Multimedia Files , Documents , Song ,Movie ,Image ,Game ଏସବୁ କୁ ସ୍ଟୋର କରି ରଖାଯାଏ
• ଏଥିରେ User ନିଜ ଇଚ୍ଛା ଅନୁସାରେ ଡିଲୀଟ ଓ ଏଡିଟ କରିପାରିବ
• ଏହାକୁ Computer ରେ ମଧ୍ୟ access କରାଯାଇ ପାରିବ, ଏବଂ ଟ୍ରାନ୍ସଫର ମଧ୍ୟ କରାଯାଇପାରିବ ।
• ଆଧିକ ଦିନ ଫୋନ ବ୍ୟବହାର କରିବା ଫଳରେ ଏଥିରେ ସ୍ଟୋରେଜ୍ ଫୁଲ ର issue ଦେଖା ଯାଇ ଥାଏ ,ଯାହା ଫଳରେ phone ହ୍ୟାଙ୍ଗ ମଧ୍ୟ ହୋଇଥାଏ .ଫୋନ ରେ ସବୁବେଳେ 30% ସ୍ଟୋରେଜ୍ ଫ୍ରୀ ରଖିଲେ ଫୋନ ହ୍ୟାଙ୍ଗ ହୁଏ ନାହି .
3. ଏକ୍ସଟ୍ରନାଲ ସ୍ଟୋରେଜ୍ (External Storage)
• ଏହା ଗୋଟେ ଏକ୍ସଟ୍ରନଲ ସ୍ଟୋରେଜ୍ ଫୋନ ର ଯାହାକୁ ଏକ୍ସଟେନ୍ଡ ମଧ୍ୟ କରିହବ
• ଏହା ମେମୋରୀ କାର୍ଡ ସ୍ଲଟ୍ ର compatibility ଉପରେ ନିର୍ଭର କରେ ଏବଂ ଏହା କେତେ ପରିମାଣରେ ସମର୍ଥିତ
• ସରଳ ଶବ୍ଦରେ, ଏହା ହେଉଛି ଷ୍ଟୋରେଜ୍ ଯାହା ଉପଭୋକ୍ତା (ମେମୋରୀ କାର୍ଡ) ଦ୍ୱାରା ସହଜରେ ଅପସାରିତ ହୋଇପାରିବ ଏବଂ ଚିତ୍ର, ସଙ୍ଗୀତ, ଭିଡିଓ ଏବଂ ଅନ୍ୟାନ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ |
• ଏହା ଉପରେ ଆପ୍ଲିକେଶନ କୁ Run କରିବାକୁ ସକ୍ଷମ ହୋଇପାରେ କିମ୍ବା ନ ହୋଇପାରେ | ଏହାର କାରଣ ହେଉଛି କିଛି ଫୋନ ନିର୍ମାତା କମ୍ପାନୀ ଏହା ପାଇଁ ଅନୁମତି ଦିଅନ୍ତି ନହିଁ ।
• ଏକ ପରିମାଣରେ, ଉପଭୋକ୍ତାଙ୍କର କ୍ଲାଉଡ୍ ଷ୍ଟୋରେଜ୍ (Cloud Storage) ମଧ୍ୟ ବାହ୍ୟ ଷ୍ଟୋରେଜ୍ ଭାବରେ ବର୍ଗୀକୃତ ହୋଇପାରେ | ଯଥା One Drive , Google Drive , Media Fire , Drop Box ଇତ୍ୟାଦି .
ତଥ୍ୟ ସ୍ଥାନାନ୍ତର | Data Transfer
• ସେଲ୍ ଫୋନରେ ଥିବା ତଥ୍ୟ ଫୋନରୁ SD ମେମୋରୀ କିମ୍ବା PC କୁ ସ୍ଥାନାନ୍ତର କରିବା ସମ୍ଭବ ଅଟେ |
• ଏପରିକି ଫୋନ ର Performance କୁ Improve କରିବାପାଇଁ ଫୋନ ର ଆପସ୍ କୁ SD କାର୍ଡ କୁ ସ୍ଥାନାନ୍ତର କରିପାରିବା
• ସେଲ୍ ଫୋନକୁ / ରୁ ଏହିପରି ଭାବରେ ତଥ୍ୟ ସ୍ଥାନାନ୍ତର କରାଯାଇଥାଏ ଯଥା ,
- ଫୋନ୍ ରୁ SD କାର୍ଡକୁ
- PC କୁ ଫୋନ୍
- ଡାଟା କେବୁଲ୍ ଦ୍ଵାରା
- କାର୍ଡ ରିଡର୍ ଦ୍ଵାରା
- ୱାଇ-ଫାଇ ସିଙ୍କିଂ(Syncing) ଦ୍ଵାରା
- ବ୍ଲୁଟୁଥ୍ ଦ୍ଵାରା
- ଇ-ମେଲ୍ ଦ୍ଵାରା
- କ୍ଲାଉଡ୍ ଷ୍ଟୋରେଜ୍ ଦ୍ଵାରା
Conclusion
ଏଥିରେ ମୁ ସବୁଠାରୁ ସହଜରେ ବୁଝାଇବାକୁ ଚେଷ୍ଟା କରିଛି ଏବଂ କିଛି ଯୋଦି Missing ଲାଗେ ଏବଂ ପଢିକି କେମିତି ଲାଗିଲା ଆପଣଙ୍କ ମତାମତ କମେନ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ । ବୁଝିବା ପାଇଁ ସହଜ ହବା ପାଇଁ ଇଂରାଜୀ ଏବଂ ଓଡିଆ ବ୍ୟବହାର କରିଛି ବନାନ ଏବଂ ବ୍ୟାକରଣ ପ୍ରତି ଦୃଷ୍ଟି ଦିଅନ୍ତୁ ନାହି ।
Post a Comment