google-site-verification=ioVy9uijZ5S-fcrWRdCZddJ2L9O6RUaQ1r8iDJDGyCA Type Of Storage on Smartphone ( ସ୍ମାର୍ଟ ଫୋନ ରେ କେତେ ପ୍ରକାର ସ୍ଟୋରେଜ୍ ରହିଥାଏ ଏବଂ ସେଗୁଡ଼ିକର କାମ କଣ କଣ ? )
FmD4FRX3FmXvDZXvGZT3FRFgNBP1w326w3z1NBMhNV5=

Ads

items

Type Of Storage on Smartphone ( ସ୍ମାର୍ଟ ଫୋନ ରେ କେତେ ପ୍ରକାର ସ୍ଟୋରେଜ୍ ରହିଥାଏ ଏବଂ ସେଗୁଡ଼ିକର କାମ କଣ କଣ ? )

       

Type Of Storage On Smartphone

 ଏହି ଆର୍ଟିକଲ୍ ରେ ଆପଣ ଜାଣିବାକୁ ପାଇବେ ଯେ, ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ/ସେଲ ଫୋନ ମଧ୍ୟ ରେ କେତେ ପ୍ରକାରର ସ୍ଟୋରେଜ୍ ରହିଛି ଏବଂ ଏଗୁଡିକର କାର୍ଯ କଣ ।

ସ୍ମାର୍ଟ ଫୋନ ର ସ୍ଟୋରେଜ୍ 

ସ୍ମାର୍ଟ ଫୋନ ରେ ୩ ପ୍ରକାର storage ରହିଥାଏ

  1. ଇନ୍ଟର୍ନାଲ ସ୍ଟୋରେଜ୍ (Internal Storage)
  2. ଫୋନ ସ୍ଟୋରେଜ୍ (Phone Storage)
  3. ଏକ୍ସଟ୍ରନାଲ ସ୍ଟୋରେଜ୍ (External Storage)

ଏଥିରେ ଉପେର ଥିବା ପ୍ରଥମ ୨ ଟି ଫୋନ ମଧ୍ୟ ରେ ରହିଥାଏ । ଏବଂ ତଳ ୩ୟ ଟି କୁ ଆବଶ୍ୟକତା ଅନୁସାରେ ଲଗାଇବାକୁ ପଡିଥାଏ । 

1.ଇନ୍ଟର୍ନାଲ ସ୍ଟୋରେଜ୍ (Internal Storage)

ଇନ୍ଟର୍ନାଲ ମେମୋରୀ କୁ କିଛି ଆପ୍ଲିକେଶନ କୁ ଇନ୍ସଟଲ କରିବାରେ ବ୍ୟବହାର କରାଯାଇଥାଏ 

ଏଥିରେ ସ୍ମାର୍ଟଫୋନ ର OS ଇନ୍ସଟଲ ହୋଇଥାଏ

ଏଥିରେ user ର Personal Data ରହିଥାଏ ଯଥା Text Massage, Phone Contact List, Email Setting,  ଏମିତି ସବୁ ସ୍ଟୋର ହୋଇ ରହିଥାଏ । 

ଇନ୍ଟର୍ନାଲ ସ୍ଟୋରେଜ୍ ରେ ଏମିତି ବି କିଛି ଡେଟା ରହିଥାଏ ଇଉଜର ପାଇଁ Accessible ନୁହେଁ । ଏହାକୁ access କରିବାକୁ ହେଲେ ରୁଟ ର ଆବଶ୍ୟକତା ରହିଛି

ଏହାର ସ୍ଟୋରେଜ୍ କୁ erase କରିବାକୁ ହେଲେ ଆମକୁ Factory Data କୁ କିମ୍ବା Hard Reset କରିବାକୁ ପଡିଥାଏ

ଏହି ସ୍ଟୋରେଜ୍ ରେ ଯାହା ସବୁ ଡେଟା ଥାଏ ତାହାକୁ Pc / Computer Access କରିପାରିବ ନାହି , ଯାହା ଫଳରେ user ଏହାକୁ transfer କରିପାରିବ ନାହି

2. ଫୋନ ସ୍ଟୋରେଜ୍ (Phone Storage) 

ଏହି ସ୍ଟୋରେଜ୍ ଟି ଇଉଜର ପାଇଁ Accessible 

ଏଥିରେ Multimedia Files , Documents , Song ,Movie ,Image ,Game ଏସବୁ କୁ ସ୍ଟୋର କରି ରଖାଯାଏ 

ଏଥିରେ User ନିଜ ଇଚ୍ଛା ଅନୁସାରେ ଡିଲୀଟ ଓ ଏଡିଟ କରିପାରିବ

ଏହାକୁ Computer ରେ ମଧ୍ୟ access କରାଯାଇ ପାରିବ, ଏବଂ ଟ୍ରାନ୍ସଫର ମଧ୍ୟ କରାଯାଇପାରିବ । 

ଆଧିକ ଦିନ ଫୋନ ବ୍ୟବହାର କରିବା ଫଳରେ ଏଥିରେ ସ୍ଟୋରେଜ୍ ଫୁଲ ର issue  ଦେଖା ଯାଇ ଥାଏ ,ଯାହା ଫଳରେ phone ହ୍ୟାଙ୍ଗ ମଧ୍ୟ ହୋଇଥାଏ .ଫୋନ ରେ ସବୁବେଳେ 30% ସ୍ଟୋରେଜ୍ ଫ୍ରୀ ରଖିଲେ ଫୋନ ହ୍ୟାଙ୍ଗ ହୁଏ ନାହି . 

  3. ଏକ୍ସଟ୍ରନାଲ ସ୍ଟୋରେଜ୍ (External Storage)

ଏହା ଗୋଟେ ଏକ୍ସଟ୍ରନଲ ସ୍ଟୋରେଜ୍ ଫୋନ ର ଯାହାକୁ ଏକ୍ସଟେନ୍ଡ ମଧ୍ୟ କରିହବ

ଏହା ମେମୋରୀ କାର୍ଡ ସ୍ଲଟ୍ ର compatibility ଉପରେ ନିର୍ଭର କରେ ଏବଂ ଏହା କେତେ ପରିମାଣରେ ସମର୍ଥିତ 

ସରଳ ଶବ୍ଦରେ, ଏହା ହେଉଛି ଷ୍ଟୋରେଜ୍ ଯାହା ଉପଭୋକ୍ତା (ମେମୋରୀ କାର୍ଡ) ଦ୍ୱାରା ସହଜରେ ଅପସାରିତ ହୋଇପାରିବ ଏବଂ ଚିତ୍ର, ସଙ୍ଗୀତ, ଭିଡିଓ ଏବଂ ଅନ୍ୟାନ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ |

ଏହା ଉପରେ ଆପ୍ଲିକେଶନ କୁ Run କରିବାକୁ ସକ୍ଷମ ହୋଇପାରେ କିମ୍ବା ନ ହୋଇପାରେ | ଏହାର କାରଣ ହେଉଛି କିଛି ଫୋନ ନିର୍ମାତା କମ୍ପାନୀ ଏହା ପାଇଁ ଅନୁମତି ଦିଅନ୍ତି ନହିଁ । 

ଏକ ପରିମାଣରେ, ଉପଭୋକ୍ତାଙ୍କର କ୍ଲାଉଡ୍ ଷ୍ଟୋରେଜ୍ (Cloud Storage) ମଧ୍ୟ ବାହ୍ୟ ଷ୍ଟୋରେଜ୍ ଭାବରେ ବର୍ଗୀକୃତ ହୋଇପାରେ | ଯଥା One Drive , Google Drive , Media Fire , Drop Box ଇତ୍ୟାଦି . 



ତଥ୍ୟ ସ୍ଥାନାନ୍ତର | Data Transfer

ସେଲ୍ ଫୋନରେ ଥିବା ତଥ୍ୟ ଫୋନରୁ SD ମେମୋରୀ କିମ୍ବା PC କୁ ସ୍ଥାନାନ୍ତର କରିବା ସମ୍ଭବ ଅଟେ | 

ଏପରିକି ଫୋନ ର Performance କୁ Improve କରିବାପାଇଁ ଫୋନ ର ଆପସ୍ କୁ SD କାର୍ଡ କୁ ସ୍ଥାନାନ୍ତର କରିପାରିବା 

ସେଲ୍ ଫୋନକୁ / ରୁ ଏହିପରି ଭାବରେ ତଥ୍ୟ ସ୍ଥାନାନ୍ତର କରାଯାଇଥାଏ ଯଥା ,

  • ଫୋନ୍ ରୁ SD କାର୍ଡକୁ 
  • PC କୁ ଫୋନ୍ 
  • ଡାଟା କେବୁଲ୍ ଦ୍ଵାରା 
  • କାର୍ଡ ରିଡର୍ ଦ୍ଵାରା  
  • ୱାଇ-ଫାଇ ସିଙ୍କିଂ(Syncing) ଦ୍ଵାରା 
  • ବ୍ଲୁଟୁଥ୍ ଦ୍ଵାରା 
  • ଇ-ମେଲ୍ ଦ୍ଵାରା 
  • କ୍ଲାଉଡ୍ ଷ୍ଟୋରେଜ୍ ଦ୍ଵାରା

Conclusion

ଏଥିରେ ମୁ ସବୁଠାରୁ ସହଜରେ ବୁଝାଇବାକୁ ଚେଷ୍ଟା କରିଛି ଏବଂ କିଛି ଯୋଦି Missing ଲାଗେ ଏବଂ ପଢିକି କେମିତି ଲାଗିଲା ଆପଣଙ୍କ ମତାମତ କମେନ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ ।  ବୁଝିବା ପାଇଁ ସହଜ ହବା ପାଇଁ ଇଂରାଜୀ ଏବଂ ଓଡିଆ ବ୍ୟବହାର କରିଛି ବନାନ ଏବଂ ବ୍ୟାକରଣ ପ୍ରତି ଦୃଷ୍ଟି ଦିଅନ୍ତୁ ନାହି ।

0/Post a Comment/Comments

73745675015091643